ପାନ ଆଣିବା କାଳ ହେଲା: ଜାତୀୟ ରାଜପଥରେ ଧକ୍କା ଦେଲା ଟ୍ରକ୍‌, ଯୁବକ ମୃତ

ବାହାନଗା: ବାଲେଶ୍ୱର ଜିଲ୍ଲା ୧୬ ନଂ ଜାତୀୟ ରାଜପଥର ଖନ୍ତାପଡା ଡାଇଭର୍ସନ ନିକଟରେ ପାନ ଆଣିବାକୁ ଯାଉଥିବା ବେଳେ ଜଣେ ଯୁବକଙ୍କର ଟ୍ରକ ଧକ୍କାରେ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଭଦ୍ରକ କିସ୍ମତ କୃଷ୍ଣପୁର ଗ୍ରାମର ସୁରେନ୍ଦ୍ର ପରିଡାଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର(୪୭)। ସୂଚନା ମୁତାବକ କିଛିଦିନ ଧରି ଖନ୍ତାପଡ଼ାରେ ରହୁଥିବା ପୂର୍ଣ୍ଣଚନ୍ଦ୍ର ସନ୍ଧ୍ୟା ୫ଟା ସମୟରେ ଡାଇଭର୍ସନ ନିକଟରେ ରାସ୍ତା ପାର ହୋଇ ପାନ ଆଣିବାକୁ ଯାଉଥିଲେ। ଏହି … Continue reading ପାନ ଆଣିବା କାଳ ହେଲା: ଜାତୀୟ ରାଜପଥରେ ଧକ୍କା ଦେଲା ଟ୍ରକ୍‌, ଯୁବକ ମୃତ